Showing posts with label ଭଜନ. Show all posts
Showing posts with label ଭଜନ. Show all posts

Wednesday, July 01, 2020

ବନମାଳୀ ଦାସ କୃତ ଭଜନ - ଜଗବନ୍ଧୁ ହେ ତୁମ୍ଭେ ପତିତପାବନ

ଗାୟକ - ବାଳକୃଷ୍ଣ ଦାସ

ଗୀତର ୟୁଟ୍ୟୁବ୍ ଲିଙ୍କ୍ -  https://www.youtube.com/watch?v=VRCqGfXhFCA


କାଠମାଂଡ଼ୁର ଏକ ଜଗନ୍ନାଥ ମନ୍ଦିର (ୱିକିମିଡିଆ କମନ୍ସ୍)

ଜଗବନ୍ଧୁ ହେ ! ତୁମ୍ଭେ ପତିତପାବନ, ଜାଣି ସ୍ଥିର ଥିଲା ମନ ।
ମୋହ ନଷ୍ଟ ଟିତ୍ତେ ଚିନ୍ତି କମ୍ପେ ଅପଘନ ।ଘୋଷା ।

ସଙ୍କେତରେ ତୁମ୍ଭ ନାମ କହି ନାହିଁ ଦିନେ ।
ଶୁଣି ନାହିଁ ଶ୍ରଦ୍ଧା ବହି ତୁମ୍ଭ କଥା କାନେ ।୧।

ନ ଦେଖଇ ଆପଣଙ୍କ ଶ୍ରୀମୂର୍ତ୍ତି ପ୍ରୀତିରେ ।
ନ ବସଇ କ୍ଷଣେ ସାଧୁବୃନ୍ଦ ସଙ୍ଗତରେ ।୨।

ପାତକ ଅର୍ଜନେ ମୁହିଁ ଅଟେ ଧୂରନ୍ଧର ।
ମୋତେ ଚାହିଁ ତୁମ୍ଭ ନାମ ନ ସ୍ମରନ୍ତି ନର ।୩।

କୁମ୍ଭୀପାକେ ରବ ଅବା ଜମ୍ଭଭେଦୀ ପାଶେ ।
ସୁଖ ଦୁଃଖକୁ ମୋହର ଭୟ ନାହିଁ ଲେଶେ ।୪।

କେବଳ ତୁମ୍ଭ ସ୍ମରଣ ପାଶୋରିବି ନାହିଁ ।
ବନମାଳୀ ମାଗେ ଏବେ ଦନ୍ତେ ତୃଣ ଦେଇ ।୫।

Tuesday, August 22, 2017

ଚାଟଶାଳୀର ଗଣେଷ ବନ୍ଦନା


ବାଶୋଲି ମିନିଏଚର (୧୭୩୦)
ଜାତୀୟ ସଙ୍ଗ୍ରହାଳୟ, ନୂଆ ଦିଲ୍ଲୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


କରୀ ମସ୍ତକେ କପୋଳୋ ଶୋହେ ଚିତା
ଖଡ଼ଗ ଡମ୍ବରୁ ଶୋହେ ବ୍ରହ୍ମବେତ୍ତା
ଗ୍ୟାନ ଗୁରୁ ବୋଲି ଦେବେ ଦେଲେ ବର
ନମୋ ନମୋ ଗଣନାଥ ବିଦ୍ୟାବର ।

ଚତୁରପଣେ ଅମୃତ ଲଡ଼ୁକର
ନମୋ ନମୋ ଗଣନାଥ ବିଦ୍ୟାବର
ଛତ୍ରୀବୀରପଣେ ବାନାଉଡ଼େ ନେତ
ଜଟା କଉପୀନ ବେଶ ଚଣ୍ଡୀସୁତ ।

ଡାକି ଡମ୍ବରୁ ବଜାନ୍ତି ଗଣେଶ୍ୱର
ଢଳି ଢଳି ନୃତ୍ୟକର ବିଦ୍ୟାବର । 

ବି.ଦ୍ର. - ଶିକ୍ଷାସନ୍ଧାନ ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତିଙ୍କର ଆତ୍ମଜୀବନୀ 'ଆମ ପାଠପଢ଼ା ସମୟ'ରୁ ସଙ୍ଗୃହିତ 

Tuesday, March 29, 2016

ଜଗନ୍ନାଥ ଭଜନ - ଚାଲ ଦେଖିବା ସଜନୀ


ଗାୟକ - ପ୍ରଫୁଲ୍ଲ କର 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=H6_DDBV6f1Y



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 



Monday, March 28, 2016

ଜଗନ୍ନାଥ ଭଜନ - ବାଧିଲା ଜାଣି କ୍ଷମା 


କବି - ବଳଦେବ ରଥ 


ଗାୟକ - ପ୍ରଫୁଲ୍ଲ କର 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=HlaVLecKiLI


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 











Tuesday, March 08, 2016

ଜଗନ୍ନାଥ ଭଜନ - ନୀଳଚକ୍ରେ ହେ 


କବି - ଗୌରଚରଣ ଅଧିକାରୀ (୧୮୧୪ - ୧୮୯୦)


ଗାୟକ - ପ୍ରଫୁଲ୍ଲ କର 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=jbUaTsd8Pcw








Saturday, November 28, 2015

ଭଜନ - ମେଘମାଳାକୁ ନିନ୍ଦି କଳାକୁ


ଗାୟକ - ଅକ୍ଷୟ ମହାନ୍ତି 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=rTbiLz743qQ


Friday, October 23, 2015

ଫିଲ୍ମି ଦୁର୍ଗା ଭଜନ 



ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=2qrwny2oEwA



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍