Living in Bhubaneswar
Saturday, December 17, 2016
ଓଡ଼ିଆ ସିନେମା ଗୀତ - 'ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼ି'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=2UV1xOPzyng
ଲକ୍ଷ୍ନଉ ନଗରୀର ଗୋଟିଏ ଗୁଡ଼ି ଦୋକାନ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - କିଏ କାହାର (୧୯୬୮)
ସଙ୍ଗୀତ ଓ କଣ୍ଠ - ଅକ୍ଷୟ ମହାନ୍ତି
ଗୀତ - ରସରାଜ ନାରାୟଣ ପ୍ରସାଦ ସିଂହ
ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼ି,
ଏ ମୋର ଗୁଡ଼ି, ଖାଆନା ଖାଆନା ତୁ କାନି
ଏ ମୋର ଲଚକମାଣି ମୋର ଲଚକମାଣି ।
କଲିକତି ଲଟେଇ ମୋର ନମ୍ବରୀ ସୂତାରେ ମାଞ୍ଜା,
ପଟାଦାର ବନିଯା ରାଣୀ, ମୋ ଠିକିରି ହେବ ତୋ ରାଜା
ଟିକିଏ ସୁରକି ଦେଲେ ନେଇ ଯା ଯ। ଯା ଲୋଟଣି,
ଏ ମୋର ଲଚକମାଣି ।
ଆହାଲୋ ଗଙ୍ଗା ଯମୁନା, ମୋ ଠିକିରି ତୋରି ବାବା,
ଆକାଶେ ବୁରୁନ୍ଦୁ ହୋଇ ତତେ ମୁଁ କରିବି କାବା,
ପଡ଼ିବ ପେଁଚ୍ ତୋ ସାଥେ, ସାରିଦେବି ତୋର ରଙ୍ଗ୍ ଜୱାନି,
ଏ ମୋର ଲଚକମାଣି ।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment