ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୩
ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି
ପଞ୍ଚ ଯଜ୍ଞ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ଗତସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତଚେତସଃ ।
ୟଜ୍ଞାୟାଚରତଃ କର୍ମ ସମଗ୍ରଂ ପ୍ରବିଲୀୟତେ ।୨୩।
ଯେ ଲୋକ କାମନା ଶୂନ୍ୟ ରାଗାଦିରୁ ମୁକ୍ତ । ଈଶ୍ୱର ସେବାରେ ଯୁକ୍ତ ଥାଏ ଯାର ଚିତ୍ତ ।।
ସେ ଲୋକ ଯଜ୍ଞରେ କର୍ମ କଲେକ ଯୋଜନ । ତାହା କର୍ମଫଳ ସର୍ବ ହୁଏ ବିନାଶନ ।୨୩।
No comments:
Post a Comment