ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୭
ଅନୁବାଦକ - ଫକୀରମୋହନ ସେନାପତି
ଯୋଗମୁଦ୍ରାରେ ବୋଧିସତ୍ତ୍ୱ ମଞ୍ଜୁଶ୍ରୀ ଓ ପ୍ରଜ୍ଞାପାରମିତା ନେପାଳ, ୧୫୭୫ ନର୍ଟନ୍ ସିମନ୍ ମ୍ୟୁଜିଅମ୍ |
ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ ।
ଆତ୍ମସଞ୍ଜମୟୋଗାଗ୍ନୌ ଜୁହ୍ନତି ଜ୍ଞାନଦୀପିତେ ।୨୭।
କେହି କେହି ଯୋଗୀ ଧ୍ୟେୟ ବିଷୟ ଯୋଗରେ । ଉଦ୍ଦୀପିତ ଧ୍ୟାନରୂପ ଅନଳ ଯୋଗରେ ।।
ଜ୍ଞାନେନ୍ଦ୍ରିୟ କର୍ମ କର୍ମେନ୍ଦ୍ରିୟ କର୍ମମାନ । ପ୍ରାଣ ବାୟୁ କର୍ମ କରେ ଆହୁତି ପ୍ରଦାନ ।୨୭।
ଜ୍ଞାନେନ୍ଦ୍ରିୟ କର୍ମ କର୍ମେନ୍ଦ୍ରିୟ କର୍ମମାନ । ପ୍ରାଣ ବାୟୁ କର୍ମ କରେ ଆହୁତି ପ୍ରଦାନ ।୨୭।
No comments:
Post a Comment