Living in Bhubaneswar
Wednesday, February 01, 2017
ଓଡ଼ିଆ ସିନେମା ଗୀତ - 'କଳିଯୁଗ କୃଷ୍ଣ ମୁହିଁ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=gu_dRIdxhPI
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ସ୍ତ୍ରୀ (୧୯୬୯)
ସଙ୍ଗୀତ - ଶ୍ରୀକୁମାର
ଗୀତ - ସ୍ୱରୂପନନ୍ଦନ ମହାନ୍ତି
କଣ୍ଠ -
ଅକ୍ଷୟ ମହାନ୍ତି
କଳିଯୁଗ କୃଷ୍ଣ ମୁହିଁ
ତୁ ମୋ ହିରୋଇନ
ଲୋ ରାଧା ତୁ ମୋ ହିରୋଇନ
ହେ ରାଧା ତୁ ମୋ ହିରୋଇନ
ତୋହରି ପାଇଁ କଲିଜା ମୋର
ହେଲା ଲୋ ଏକ ଦୁଇ ତିନ
ଧିନା ଧିନ ତାକ ଧିନା ଧିନ
ଧିନା ଧିନ ତାକ ଧିନା ଧିନ
ଧିନା ଧିନ ତାକ ଧିନା ଧିନ
ଧିନା ଧିନ ତାକ ଧିନା ଧିନ
ସମ୍ବଲପୁରୀ ଶାଢ଼ି ଦେବି ଲୋ
ବରହମପୁରୀ ପାଟ
ତାରକସି ଝୁମୁକା ଦେବି
ଝୁମୁକା ହଁ ଝୁମୁକା
ତାରକସି ଝୁମୁକା ଦେବି
ନେଇଯିବି ତୋତେ କଟକ ଲୋ
ନେଇଯିବି ତୋତେ କଟକ
ଝୁମୁକା ନାଇବୁ ପିନ୍ଧିବୁ ପାଟ
ପାଟ ପିିନ୍ଧି ତୁ ଲୋ କରିବୁ ନାଟ
ଧିନା ଧିନ ତାକ ଧିନା ଧିନ
ଧିନା ଧିନ ତାକ ଧିନା ଧିନ
ବାଲେଶ୍ୱରର ଗଜା ଦେବି ଲୋ
ଭୋବନିଶ୍ୱର କୋରା
ବାରିପଦା ଗରମ ମୁଢ଼ି
ଗରମ ହଁ ଗରମ
ବାରିପଦା ଗରମ ମୁଢ଼ି ଲୋ
ଢେଙ୍କାନାଳ ବରା
କୋରା ଗଜା ଖାଇବୁ ଖାଇବୁ ବରା
ଖାଉ ଖାଉ ନାଚିଯିବୁ ପିନ୍ଧି ଘାଗରା
ଧିନା ଧିନ ତାକ ଧିନା ଧିନ
ଧିନା ଧିନ ତାକ ଧିନା ଧିନ
ଧିନା ଧିନ ତାକ ଧିନା ଧିନ
କଳିଯୁଗ କୃଷ୍ଣ ମୁହିଁ
ତୁ ମୋ ହିରୋଇନ
ଲୋ ରାଧା ତୁ ମୋ ହିରୋଇନ
ତୋହରି ପାଇଁ କଲିଜା ମୋର
ହେଲା ଲୋ ଏକ ଦୁଇ ତିନ
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment