ପାଇକମାଲର ରସରକେଲି ଗୀତ
ଛତିଶଗଡ଼ରେ କେନ୍ଦୁପତ୍ର ତୋଳା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ରସରକେଲିରେ
ଚାଲ ଚାଲ ଟୁକେଲ୍ ମାନେ ପତର୍ ତୋଲି ଯିବା
କାହିଁଗଲା ସେ ଭାମା
କଥା ବିଚାର ହେମା
ଝାଡ଼କେ ଧାଇଁଯିମା
କେ ତୋଲ୍-ଲା ଡଙ୍ଗର୍ ଉପରେ
କେ ତୋଲ୍-ଲା ତଲେ
କାହାର ଭୋଗା ପୂର୍-ଲା ଲୋ
କାହାର ଭୋଗା ନେଇଁ
ଘର୍-କେ ଆଇଲେ ଧାଇଁ
କେ ବୋଇଲା ନନୀଲୋ
କେ ବୋଇଲା ବାଇ
ବାସି ଧିର୍ ନୁଣ୍ ଟିକେ ଦେଇଥିବ ଗୋଲାଇ
ଯା ରସର୍-କେଲିରେ ।
ଏକ୍ ସାଁସି ମାଇଲା
ଚକା ମିଟାଇ ବସ୍-ଲା
ଶୁଣ୍-ଲୋ ସଜନୀ ପତର୍ ତୋଲାର୍ ଗୁଣ
ଗୁଣି ଗୁଣି ମରିଗଲି ଠିକାଦାରର୍ ନାମ
ରସର୍-କେଲିରେ ।
ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।
No comments:
Post a Comment