ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୯
ନେପାଳର ରାଜଧାନୀ କାଠମାଣ୍ଡୁଠାରେ ସ୍ଥିତ ପଶୁପତିନାଥ ମନ୍ଦିରରେ ଦୁଇ ଜଣ ସାଧୁ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଅନୁବାଦକ - ଫକୀର ମୋହନ ସେନାପତି
ଗୁରୁ ଉପଦେଶେ ଶ୍ରଦ୍ଧାଶୀଳ ଯେଉଁ ଜନ । ଜିତେନ୍ଦ୍ରିୟ ପୁଣି ଗୁରୁ ସେବା ପରାୟଣ ।।
ସେହି ଲୋକ ନିଶ୍ଚେ ମୁକ୍ତିପଦ ଲାଭ କରେ । ଅତଏବ ଯତ୍ନକର ଗୁରୁଙ୍କ ସେବାରେ ।୩୯।
ଶ୍ରଦ୍ଧାବାନ୍ ଲଭତେ ଜ୍ଞାନଂ ତତପରଃ ସଞ୍ଜତେନ୍ଦ୍ରିୟଃ ।
ଜ୍ଞାନଂ ଲବ୍ଧ୍ୱା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ।୩୯।
No comments:
Post a Comment