ଶ୍ରୀ ରମଣ ମହର୍ଷି କୃତ 'ଉପଦେଶ ସାର': ଶ୍ଲୋକ - ୨
ଶ୍ଲୋକ
କୃତି ମହୋଦଧୌ ପତନ କାରଣମ୍ ।
ଫଳମଶାଶ୍ୱତମ୍ ଗତି ନିରୋଧକମ୍ ।।
ପଦ ଚ୍ଛେଦ
କୃତି - କର୍ମ
ମହୋଦଧୌ - ମହାସାଗରରେ
ପତନ କାରଣମ୍ - ପତନର କାରଣ
ଫଳମ୍ - ଫଳ
ଅଶାଶ୍ୱତମ୍ - ଅଶାଶ୍ୱତ
ଗତି - ଗତି
ନିରୋଧକମ୍ - ନିରୋଧକ
ପଦ୍ୟାନୁବାଦ
ସଂସାର ମହାସାଗରରେ ।
କର୍ମର ଯୋଗୁଁ ଜୀବ ପଡେ ।।
କର୍ମର ଫଳ ଅଶାଶ୍ୱତ।
ପ୍ରଗତି କରଇ ବାରିତ ।
No comments:
Post a Comment