ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୧
ଅନୁବାଦକ - ଫକୀର ମୋହନ ସେନାପତି
|
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କର୍ମ ସନ୍ୟାସ କର୍ମ ଯୋଗ । ପ୍ରଶଂସୁ ଅଛ ମହାଭାଗ ।।
ଉଭୟ ମଧ୍ୟେ କେ ନିଶ୍ଚିତ । ଯହିଁରେ ହେବି ଚରିତାର୍ଥ ।
ସନ୍ୟାସଂ କର୍ମଣାଂ କୃଷ୍ଣ ପୁନର୍ୟୋଗଞ୍ଚ ଶଂସସି
ୟଚ୍ଛେୟ ଏତୟୋରେଦ୍ଦଂ ତନ୍ମେ ବ୍ରୁହି ସୁନିଶ୍ଚିତମ୍ ।୧।
No comments:
Post a Comment