ପାଲି ଧମ୍ମପଦ (୬୨) ର ଓଡ଼ିଆ ପଦ୍ୟାନୁବାଦ
୩ ବାଳବଗ୍ଗୋ (ବାଳ ବର୍ଗ)
ବୋଦ୍ଧିସତ୍ତ୍ୱମାନଙ୍କ ଦ୍ୱାରା ପରିବେଷ୍ଟିତ ବୁଦ୍ଧ (ଅଜନ୍ତାର ଗୁମ୍ଫା, ମହାରାଷ୍ଚ୍ର) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଏହା ମୋର ପୁତ୍ର ଅଟେ ଏହା ମୋର ଧନ
ଏହି ପରି ଭାବି ନଷ୍ଟ ହୁଏ ମୂର୍ଖ ଜନ ।
ନିଜେ ହିଁ ତ ନୁହଁଇ ନିଜର ଏହା ଜାଣ
କେଉଁଠାରୁ ଆସିବେ ଏ ପୁତ୍ର ଏବଂ ଧନ ।୩।
ପୁତ୍ତା ମ'ତ୍ଥି ଧନମ୍ମ'ତ୍ଥି ଇତି ବାଳୋ ବିହଞ୍ଞତି ।
ଅତ୍ତା ହି ଅତ୍ତନୋ ନତ୍ଥି କୁତୋ ପୁତ୍ତା କୁତୋ ଧନଂ ।୩।
ପୁତ୍ରା ମେ ସନ୍ତି ଧନଂ ମେଽସ୍ତି ଇତି ବାଳୋ ବିହନ୍ୟତେ ।
ଆତ୍ମା ହି ଆତ୍ମନୋ ନାସ୍ତି କୁତଃ ପୁତ୍ରାଃ କୁତୋ ଧନମ୍ ।୩।
No comments:
Post a Comment