Tuesday, November 29, 2016

ଯାଜପୁରର ପାଞ୍ଚଟି ଏକପଦୀ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୧


ମାର ତାଳି
ଉଠା ଥାଳି ।

୨


କାନ୍ଦୁ ଥା
ଯାହା ପାଉଛୁ ବାନ୍ଧୁ ଥା ।

୩


ବଡ଼ ବଡ଼ ଗଲେ ଫସର ଫାଟି
ସାନ ଆଇଲେ ବେସର ବାଟି ।

୪


ହରିବୋଲ ଭାଇ ଗୋବିନ୍ଦ ବୋଲ
ଭାସିଲା ପଥର ବୁଡ଼ିଲା ସୋଲ ।

୫


ରାଧେ ରାଧେ 
ତୁମର ଅଧେକୁ ଆମର ଅଧେ ।

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

No comments:

Post a Comment