Living in Bhubaneswar
Wednesday, June 01, 2016
ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୪
ଯମକ ବଗ୍ଗ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଅକ୍କୋଛ୍ଛି ମଂ ଅବଧି ମଂ ଅଜିନି ମଂ ଅହାସି ମେ ।
ୟେ ତଂ ନ
ଉପନୟ୍ହନ୍ତି ବେରଂ
ତେଷୂପଶାମ୍ୟତି ।୪।
ଆକ୍ରୋଶ କରିଲା ମୋତେ ପ୍ରହାର କରିଲା ।
ପରାଜୟ କଲା ମୋର ହରି ସେ ଯେ ନେଲା ।
ଏମନ୍ତ ବିଚାର ଯିଏ ପରିତ୍ୟାଗ କରେ ।
ବୈର ଭାବ ତାର ଶାନ୍ତ ନିଶ୍ଚିତ ଭାବରେ ।୪।
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment