ପାଲି ଧମ୍ମପଦ (୭୨) ର ଓଡ଼ିଆ ପଦ୍ୟାନୁବାଦ
୧୩ ବାଳବଗ୍ଗୋ (ବାଳ ବର୍ଗ)
ବଜ୍ରଯୋଗିନୀ କେନ୍ଦ୍ରରେ ଥିବା ନରୋପା ପରମ୍ପରାର ବଉଧ ମଣ୍ଡଳ (୧୯ଶ ଶତାବ୍ଦୀ) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଅପଗଣ୍ଡଟିର ଯେତେକ ସମସ୍ତ ଜ୍ଞାନ
ଅନର୍ଥର ପାଇଁ ଅଟେ ସେସବୁର ଜନ୍ମ ।
ଏସବୁ ଜ୍ଞାନ ତାହାର କରି ଶିରପାତ
ସମସ୍ତ ଶୁଭ କର୍ମକୁ କରଇ ନିପାତ ।୧୩।
ୟାବଦେବ ଅନର୍ଥାୟ ଜ୍ଞପ୍ତଂ ବାଳସ୍ୟ ଜାୟତେ ।
ହନ୍ତି ବାଳସ୍ୟ ସୂତ୍କର୍ଷଂ ମୂର୍ଦ୍ଧାନମସ୍ୟ ବିପାତୟତ୍ ।୧୩।
ଯାବଦେବ ଅନତ୍ଥାୟାଞତ୍ତଂ ବାଳସ୍ସ ଜାୟତି ।
ହନ୍ତି ବାଳସ୍ୱ ସୁକ୍କଂସଂ ମୁଦ୍ଧମସ୍ୱ ବିପାତୟଂ ।୧୩।
No comments:
Post a Comment