ଓ଼ଡିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା
ପ୍ରଧାନମନ୍ତ୍ରୀ
୧. କୃଷ୍ନଚନ୍ଦ୍ର ଗଜପତି ନାରାୟଣ ଦେଓ - ୦୧.୦୪.୧୯୩୭ - ୧୯.୦୭.୧୯୩୭
୨. ବିଶ୍ୱନାଥ ଦାସ - ୧୯.୦୭.୧୯୩୭ - ୦୬.୧୧.୧୯୩୯
୩. କୃଷ୍ନଚନ୍ଦ୍ର ଗଜପତି ନାରାୟଣ ଦେଓ - ୨୪.୧୧.୧୯୪୧ - ୩୦.୦୬.୧୯୪୪
୪. ହରେକୃଷ୍ନ ମହତାବ - ୨୩.୦୪.୧୯୪୬ - ୧୨.୦୫.୧୯୫୦
ମୁଖ୍ୟମନ୍ତ୍ରୀ
୫. ନବକୃଷ୍ନ ଚୌଧୁରୀ - ୧୨.୦୫.୧୯୫୦ - ୧୯.୧୦.୧୯୫୬
୬. ହରେକୃଷ୍ନ ମହତାବ - ୧୯.୧୦ ୧୯୫୬ - ୨୫.୦୨.୧୯୬୧
୭. ବିଜୟାନନ୍ଦ ପଟ୍ଟନାୟକ - ୨୩.୦୬.୧୯୬୧ - ୦୨.୧୦.୧୯୬୩
୮. ବୀରେନ୍ ମିତ୍ର -୦୨.୧୦.୧୯୬୩ - ୨୧.୦୨.୧୯୬୫
୯. ସଦାଶିବ ତ୍ରିପାଠୀ -୨୧.୦୨.୧୯୬୫ - ୦୮.୦୩.୧୯୬୭
୧୦. ରାଜେନ୍ଦ୍ର ନାରାୟଣ ସିଂହଦେଓ -୦୮.୦୩.୧୯୬୭ - ୦୯.୦୧.୧୯୭୧
୧୧. ବିଶ୍ୱନାଥ ଦାସ -୦୩.୦୪.୧୯୭୧ - ୧୪.୦୬.୧୯୭୨
୧୨. ନନ୍ଦିନୀ ଶତପଥୀ -୧୪.୦୬.୧୯୭୨ - ୦୩.୦୩.୧୯୭୩
୧୩. ନନ୍ଦିନୀ ଶତପଥୀ - ୦୬.୦୩.୧୯୭୪ - ୧୬.୧୨.୧୯୭୬
୧୪. ବିନାୟକ ଆଚାର୍ଯ୍ୟ - ୨୯.୧୨.୧୯୭୬ - ୩୦.୦୪.୧୯୭୭
୧୫. ନୀଳମଣି ରାଉତରାୟ - ୨୬.୦୬.୧୯୭୭ - ୧୭.୦୨.୧୯୮୦
୧୬. ଜାନକୀବଲ୍ଲଭ ପଟ୍ଟନାୟକ - ୦୯.୦୬.୧୯୮୦ - ୦୭.୧୨.୧୯୮୯
୧୭. ହେମାନନ୍ଦ ବିଶ୍ୱାଳ - ୦୭.୧୨.୧୯୮୯ - ୦୪.୦୩.୧୯୯୦
୧୮. ବିଜୟାନନ୍ଦ ପଟ୍ଟନାୟକ - ୦୫.୦୩.୧୯୯୦ - ୧୫.୦୩.୧୯୯୫
୧୯. ଜାନକୀବଲ୍ଲଭ ପଟ୍ଟନାୟକ - ୧୫.୦୩.୧୯୯୫ - ୧୭.୦୨.୧୯୯୯
୨୦. ଗିରିଧର ଗମାଙ୍ଗ - ୧୭.୦୨.୧୯୯୯ - ୦୬.୧୨.୧୯୯୯
୨୧. ହେମାନନ୍ଦ ବିଶ୍ୱାଳ - ୦୬.୧୨.୧୯୯୯ - ୦୫.୦୩.୨୦୦୦
୨୨. ନବୀନ ପଟ୍ଟନାୟକ - ୦୫.୦୩.୨୦୧୦ - ବର୍ତ୍ତମାନ
ଉତ୍ସ - ଶ୍ରୀ ଉଦ୍ଧବ ଚରଣ ନାୟକ କୃତ 'ଓଡିଶା ରାଜନୀତିର ଇତିହାସ'ର ଦ୍ୱତୀୟ ପରିବର୍ଦ୍ଧିତ ସଂସ୍କରଣ (ଜାନୁଆରୀ ୨୦୧୪)। ପ୍ରକାଶକ - ଆମ ଓଡିଶା (ଭୁବନେଶ୍ୱର)।
ଏଇ ଲେଖା (ଓଡ଼ିଶାର ନେତାମାନଙ୍କର ତାଲିକା)ରେ ଆଉ ଅଧିକ କିଛି ରହିଛି: https://or.wikipedia.org/s/2hb
ReplyDelete