ପାଲି ଧମ୍ମପଦ (୫୩) ର ଓଡ଼ିଆ ପଦ୍ୟାନୁବାଦ
୧୦ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସୁମନସ ଗୁଚ୍ଛରୁ ଯେହିପରି ବହୁତ ।
ଅବତସନଟିମାନ ହୁଅଇ ନିର୍ମିତ ।।
ମର୍ତ୍ତ୍ୟଲୋକେ ଯେଉଁ ମନୁଷ୍ୟ ହୁଅଇ ଜାତ ।
କୁଶଳ କର୍ମ ତାହାର କର୍ତ୍ତବ୍ୟ ଉଚିତ ।୧୦।
ଯଥାପି ପୁପ୍ଫରାସିମ୍ହା କୟିରା ମାଳାୁଗୁଣେ ବହୂ ।
ଏବଂ ଜାତେନ ମଚ୍ଚେନ କତ୍ତବ୍ୱଂ କୁସଳଂ ବହୁଂ ।୧୦।
ଯଥାପି ପୁଷ୍ପରାଶେଃ କୁର୍ୟ୍ୟାତ ମାଳାଗୁଣାନ ବହୂନ ।
ଏବଂ ଜାତେନ ମର୍ତ୍ତ୍ୟେନ କର୍ତ୍ତବ୍ୟଂ କୁଶଳଂ ବହୁ ।୧୦।
No comments:
Post a Comment