ଉପଦେଶ ସାର ଶ୍ଲୋକ - ୧୫
ଶ୍ଲୋକ
ନଷ୍ଟମାନସୋକ୍ତୃଷ୍ଟ
ୟୋଗିନଃ ।
କୃତ୍ୟମସ୍ତି
କିଂ ସ୍ୱସ୍ଥିତିଂୟତୟଃ । ୧୫।
ପଦ ଚ୍ଛେଦ
ନଷ୍ଟମାନସ
– ମନ ନଷ୍ଟ ହୋଇଯାଇଥିବା
ଉତ୍କୃଷ୍ଟ
– ଭଲ
ୟୋଗିନଃ
– ଯୋଗୀମାନଙ୍କ ପାଇଁ
କୃତ୍ୟମ୍
– କର୍ତ୍ତବ୍ୟ
ଅସ୍ତି –
ଅଛି
କିମ୍ –
କଣ
ସ୍ୱସ୍ଥିତିଂ
– ନିଜ ରୂପରେ ସ୍ଥିତି
ୟତଃ –
ଯେହେତୁ
ପଦ୍ୟାନୁବାଦ
କର୍ତ୍ତବ୍ୟ
ବୋଲି କିଛି ନାହି ।।
ଉତ୍ତମ
ଅଟେ ସେହି ଯତି ।
ନିଜ
ରୂପରେ ତାର ସ୍ଥିତି ।।
No comments:
Post a Comment