ପାଲି ଧର୍ମପଦ (୯୦) ର ଓଡ଼ିଆ ପଦ୍ୟାନୁବାଦ
୧ ଅରହନ୍ତ ବର୍ଗ
ଯୁକ୍ତରାଜ୍ୟ ଆମେରିକାର କାଲିଫର୍ଣ୍ଣିଆରେ ସ୍ଥିତ ସି ଲାଇ ବୌଦ୍ଧ ମନ୍ଦିରର ଅର୍ହତ ଉଦ୍ୟାନ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଯେଉଁ ଜନ ପଥ ପରେ ହୋଇଣ ଚାଳିତ,
ଶୋକରୁ ରହିତ ହୋଇ ସର୍ବଥା ବିମୁକ୍ତ ।
ସର୍ବ ଗ୍ରନ୍ଥି ଛିନ୍ନ ହୋଇ ସେହି ବ୍ୟକ୍ତିଙ୍କର
କ୍ଲେଶ, ପରିତାପ ଆଦି ନ ଥାଏ ତାଙ୍କର ।୧।
ଗତଦ୍ଧିନୋ ବିସୋକସ୍ସ ବିପ୍ପମୁତ୍ତସ୍ସ ସବ୍ୱଧି ।
ସବ୍ୱଗନ୍ଥପ୍ପହୀଣସ୍ସ ପରିଳାହୋ ନ ବିଦ୍ୟତେ ।୧।
ଗତାଧ୍ୱନୋ ବିଶୋକସ୍ୟ ବିପ୍ରମୁକ୍ତସ୍ୟ ସର୍ବଥା ।
ସର୍ବଗ୍ରନ୍ଥ ପ୍ରଣୀହସ୍ୟ ପରିଣାହୋ ନ ବିଦ୍ୟତେ ।୧।
No comments:
Post a Comment