ଅକ୍ଟାଭିଓ ପାଜ୍ ଙ୍କର କବିତା, 'ବନ୍ଧୁତା'
ଅନୁବାଦ - ଗୋର୍ବାଚୋଭ୍
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଏବେ ହିଁ ସେଇ ପ୍ରତିକ୍ଷୀତ ମୁହୂର୍ତ୍ତ;
ଟେବୁଲ୍ ଉପରେ ବିଛେଇ ହୋଇ ପଡ଼େ,
ଅନ୍ତହୀନ ଭାବେ–
ଟେବୁଲ୍ ଉପରେ ବିଛେଇ ହୋଇ ପଡ଼େ,
ଅନ୍ତହୀନ ଭାବେ–
ଲ୍ୟାମ୍ପରୁ ବିଚ୍ଛୁରିତ ଆଲୋକ ରେଖା ସବୁ !
ରାତି ବଢ଼ିବା ସହ–
ଝରକାଟି ମଧ୍ୟ ବିଶାଳକାୟ ରୂପ ନିଏ;
ନାଁ, ଏବେ ଏଇଠି କେହି ବି ନାହାନ୍ତି–
ଏକ ନାମହୀନ ଉପସ୍ଥିତି,
ମୋତେ ଘେରି ପକାଏ ।।
No comments:
Post a Comment