ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ଧ୍ୟାନ କର ପ୍ରାଣ ମମ'
(ଝିଞ୍ଜିଟି - ଠୁମୁରି)
୧୮୬୦ରୁ ୧୮୮୦ ମସିହା ମଧ୍ୟରେ ଅଙ୍କିତ ଚୀନ ଦେଶର ଚିତ୍ର ଚିତ୍ରଟି କାଗଜରେ ଅଙ୍କା ହୋଇ କନା ଉପରେ ଚଢ଼ା ଯାଇଛି ଚିତ୍ରକର - ଅଜ୍ଞାତ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
ଧ୍ୟାନ କର ପ୍ରାଣ ମମ ସତ୍ୟ ଶିବ ସୁନ୍ଦରେ,
ଦଗ୍ଧ ଚିତ ମଗ୍ନ ହୁଅ ଶାନ୍ତି-ସୁଧା-ସାଗରେ ।
ସ୍ନାନ କର ତପ୍ତ ପ୍ରାଣ ପୁଣ୍ୟ ସୁଧାନିର୍ଝରେ,
ସେ ଅମୃତପାନେ ତୃଷା ତୃପ୍ତ କର ନିର୍ଭରେ ।
No comments:
Post a Comment