ପାଲି ଧମ୍ମପଦ (୬୯) ର ଓଡ଼ିଆ ପଦ୍ୟାନୁବାଦ
୧୦ ବାଳବଗ୍ଗୋ (ବାଳ ବର୍ଗ)
ସ୍ୱର୍ଗରୁ ଅବରତଣ କରୁଥିବା ପଞ୍ଚବିଂଶ ବୋଧିସତ୍ତ୍ୱ କାମାକୁରା କାଳ (୧୩୦୦ ମସିହା)ର ଜାପାନୀ ଚିତ୍ର |
ଯେପର୍ଯ୍ୟନ୍ତ ପାପ ପାଚି ଫଳ ଦିଏ ନାହିଁ ।
ମୂରୁଖକୁ ତାହା ମଧୁ ପରି ଲାଗିଥାଇ ।
ଯେତେବେଳେ ପାପ ପକ୍ୱ ହୋଇ ଫଳ ଦିଏ ।
ତେତେ ବେଳେ ଅପଗଣ୍ଡ ଦୁଃଖ ପାଇଥାଏ ।୧୦।
ମଧୁ ଇବ ମନ୍ୟତେ ବାଳଃ ୟାବତ୍ ପାାପଂ ନ ପଚ୍ୟତେ ।
ୟଦା ଚ ପଚ୍ୟତେ ପାପଂ ୍ଥ ବାଳୋ ଦୁଖଂ ନିଗଚ୍ଛତି । ୧୦।
ମଧୁଂ ବ ମଞ୍ଞତି ବାଳୋ ଯାବ ପାପଂ ନ ପଚ୍ଚତି ।
ଯଦା ଚ ପଚ୍ଚତି ପାପଂ ଅଥ ବାଳୋ ଦୁକ୍ଖଂ ନିଗଚ୍ଛତି ।୧୦।
No comments:
Post a Comment