Living in Bhubaneswar
Saturday, May 14, 2016
ଓଡ଼ିଆ ସିନେମା ଗୀତ - 'ସୁନାର ଦୁନିଆ ତୋର' (୧୯୬୦)
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=oW3tX4UJ4zg
ଫଟୋ କ୍ରେଡ଼ିଟ୍ - www.odiamusic.com
ଫିଲ୍ମ୍ - ପରିଣାମ
ଗୀତ - ପ୍ରମୋଦ କୁମାର ପାଣିଗ୍ରାହୀ
ଗାୟନ - ଅକ୍ଷୟ ମହାନ୍ତି
ସଙ୍ଗୀତ - ଶ୍ରୀକୁମାର
ପ୍ରଯୋଜନା - ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ
ସୁନାର ଦୁନିଆ ତୋର
ଚୁନା ହେଲା ସିନା
କିଏ ଭଲ କିଏ ଭେଲ
ଗଲାନାହିଁ ଜଣା
ସୁନାର ଦୁନିଆ ତୋର
ଚୁନା ହେଲା ସିନା
କିଏ ଭଲ କିଏ ଭେଲ
ଗଲାନାହିଁ ଜଣା
ସୁନାର ଦୁନିଆ ତୋର
ଚୁନା ହେଲା ସିନା
ଦୁମ୍ ଦଲ ହାକୁମ୍ ଦାଦଲ୍
ଦୁମ୍ ଦଲ ହାକୁମ୍ ଦାଦଲ୍
ଦୁମ୍ ଦଲ ହାକୁମ୍ ଦାଦଲ୍
ଦୁମ୍ ଦଲ ହାକୁମ୍ ଦାଦଲ୍
ତୋହ ଲାଗି ସିନା ଆଜି
ତୁହିରେ ସାହା
କରମେ ଅଦିନେ ତୋର
ଜଳିଲା ନିଆଁ
ଆପଣାର ବୋଲି ଆଜି
କିଏ ତୋ କହନା
ଦି' ଦିନ ମମତା ସେ' ତ
ସବୁରେ ଛଳନା
ସୁନାର ଦୁନିଆ ତୋର
ଚୁନା ହେଲା ସିନା
କିଏ ଭଲ କିଏ ଭେଲ
ଗଲାନାହିଁ ଜଣା
ଦୁମ୍ ଦଲ ହାକୁମ୍ ଦାଦଲ୍
ଦୁମ୍ ଦଲ ହାକୁମ୍ ଦାଦଲ୍
ଦୁମ୍ ଦଲ ହାକୁମ୍ ଦାଦଲ୍
ଦୁମ୍ ଦଲ ହାକୁମ୍ ଦାଦଲ୍
ଏଇ ମାଟି ଏ ଆକାଶ
ଯାଏରେ କହି
ଦୁଃଖବେଳେ ତୋର ଆହା
ନୁହେଁ ତ କେହି
ତୋ ଲାଗି ବିଧାତା ଖାଲି
ଲେଖିଛି ଯାତନା
କେଜାଣି ଝରିବ କେବେ
ସୁଖର ଝରଣା
ସୁନାର ଦୁନିଆ ତୋର
ଚୁନା ହେଲା ସିନା
କିଏ ଭଲ କିଏ ଭେଲ
ଗଲାନାହିଁ ଜଣା
No comments:
Post a Comment
‹
›
Home
View web version
No comments:
Post a Comment