Living in Bhubaneswar
Saturday, March 17, 2018
ଓଡ଼ିଆ ଚଳଚିତ୍ର ଗୀତ
- 'ଛଳଛଳ ମେଘ ଆଜି'
ଗୀତର ୟୁଟ୍ୟୁବ୍ଲିଙ୍କ୍ - https://www.youtube.com/watch?v=jPqU1QHcmvM
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍
ଚଳଚିତ୍ର
- ଦସ୍ୟୁ ରତ୍ନାକର
(
୧୯୬୬
)
ସଙ୍ଗୀତ
- ବାଳକୃଷ୍ଣ ଦାଶ
ଗୀତ
- ପ୍ରମୋଦ କୁମାର ପାଣିଗ୍ରାହୀ
ଗାୟନ
- ସତୀନାଥ ମୁଖାର୍ଜୀ
ବନ୍ଧୁରେ ବନ୍ଧୁରେ
ଛଳଛଳ ମେଘ ଆଜି
କଥା ଆଉ କହେ ନାହିଁ
ବଇଁଶୀର ସୁରେ ସୁରେ
ବନ୍ଧୁରେ
ବଇଁଶୀର ସୁରେ ସୁରେ
ଏ ଆକାଶେ ଏ ବତାସେ
ବେଦନା ଯେ ସରିଯାଏ
ଏ ଆକାଶେ ଏ ବତାସେ
ବେଦନା ଯେ ସରିଯାଏ
ନିରିଜନ ବନଫୁଲ
ଝୁରିଝୁରି ଝରି ଯାଏ
କେତେ ଯେ ଲୁହର ଢେଉ
ଏଇ ନଈ ଧାରେ ଧାରେ
ଛଳଛଳ ମେଘ ଆଜି
ଏଇ ଘୋର ବାଲିଚର
ନାହିଁରେ ସାଥୀ
ମନେ ଲାଗେ ସବୁ କଥା
ଦିବସ ରାତି
ପାରିନି ପାରିନି ଭୁଲି
ସପନ ଯେ ଦୂରେ ଦୂରେ
ଛଳଛଳ ମେଘ ଆଜି
କଥା ଆଉ କହେ ନାହିଁ
ବଇଁଶୀର ସୁରେ ସୁରେ
No comments:
Post a Comment
‹
›
Home
View web version
No comments:
Post a Comment