Living in Bhubaneswar
Monday, April 10, 2017
ଓଡ଼ିଆ ସିନେମା ଗୀତ - 'ଶ୍ୟାମ ଗଲେ ମଧୁପୁରେ'
ଗୀତର ୟୁଟ୍ୟୁବ ଲିଙ୍କ -https://www.youtube.com/watch?v=YH0GBT3_L_0
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ଅରୁନ୍ଧତି (୧୯୬୮)
ସଙ୍ଗୀତ - ଶାନ୍ତନୁ ମହାପାତ୍ର
ଗୀତ - ଗୁରୁକୃଷ୍ଣ ଗୋସ୍ୱାମୀ
କଣ୍ଠ - ଚିତ୍ତ ଜେନା ଓ ସାଥୀ
ଶ୍ୟାମ ଗଲେ ମଧୁପୁରେ
ବଏଁଶୀ ହାୟ ନାଇଁ ବାଜେ
ତୁକେ ହାୟ ନନୀ ଖୁଜେ କାନ୍ଦିକାନ୍ଦିକା
ମରେ ମୋର ବରଜ ରାଧିକା
ମରେ ମୋର ବରଜ ରାଧିକା
କାନ୍ଦିକାନ୍ଦିକା
ମରେ ମୋର ବରଜ ରାଧିକା
ହାୟ କାନ୍ଦିକାନ୍ଦିକା
ମରେ ମୋର ବରଜ ରାଧିକା
ଶ୍ୟାମ ଗଲେ ମଧୁପୁରେ
ଗୁପାଲ୍ ହାୟ ଝୁରି ମରେ
ଗୋଧନ୍ ହାୟ ନାଇଁ ଚରେ
କାନ୍ଦିକାନ୍ଦିକା
ମରେ ମୋର ବରଜ ରାଧିକା
ମରେ ମୋର ବରଜ ରାଧିକା
କହ ଲଲିତା
କହ ବିଶାଖା
କହ ଲଲିତା କହ
ଦୁଃଖ୍ ଦେଲା
ମୋର ସୁଖ୍ ନେଲା
ବଞ୍ଚମି କହ କେନେ
ହାୟ ବଞ୍ଚମି କହ କେନେ
ବଞ୍ଚମି କହ କେନେ
ହାୟ ବଞ୍ଚମି କହ କେନେ
ବିଷ୍ ଖାଏମି
ଜାହାନ୍ ଦେମି
ବିଷ୍ ଖାଏମି
ଜାହାନ୍ ଦେମି
ମୁଇଁ ବନ୍ଧୁର୍ ନାମେ
ହାୟ ମୁଇଁ ସାଙ୍ଗର୍ ନାମେ
ହାୟ ମୁଇଁ ବନ୍ଧୁର୍ ନାମେ
କାନ୍ଦିକାନ୍ଦିକା
ମରେ ମୋର ବରଜ ରାଧିକା
ହାୟ କାନ୍ଦିକାନ୍ଦିକା
ମରେ ମୋର ବରଜ ରାଧିକା
ଶ୍ୟାମ ଗଲେ ମଧୁପୁରେ
ଯଶୋଦା ହାୟ ଝୁରି ମରେ
ଯମୁନା ହାୟ ନାଇଁ ଚଲେ
କାନ୍ଦିକାନ୍ଦିକା
ମରେ ମୋର ବରଜ ରାଧିକା
ମରେ ମୋର ବରଜ ରାଧିକା
କାନ୍ଦିକାନ୍ଦିକା
ମରେ ମୋର ବରଜ ରାଧିକା
ହାୟ କାନ୍ଦିକାନ୍ଦିକା
ମରେ ମୋର ବରଜ ରାଧିକା
ଶ୍ୟାମ ଗଲେ ମଧୁପୁରେ
ଶ୍ୟାମ ଗଲେ ମଧୁପୁରେ
No comments:
Post a Comment
‹
›
Home
View web version
No comments:
Post a Comment