Living in Bhubaneswar
Tuesday, April 25, 2017
ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୭
ଅନୁବାଦକ - ଫକୀର ମୋହନ ସେନାପତି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଅନଳ ଯେସନେ କରେ କାଷ୍ଠକୁ ବିନାଶ । ଜ୍ଞାନାଗ୍ନି ଯୋଗରେ ହେବ ସର୍ବ କର୍ମ ଧ୍ୱଂସ ।୩୭।
ଯଥୈଧାଂସି ସମିଦ୍ଧୋଽଗ୍ନି ଭସ୍ମସାତ୍ କୁରୁତେଽର୍ଜୁନ ।
ଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା ।୩୭।
No comments:
Post a Comment
‹
›
Home
View web version
No comments:
Post a Comment