Living in Bhubaneswar
Thursday, March 23, 2017
ଓଡ଼ିଆ ସିନେମା ଗୀତ - 'ରାମ ବିଭା କାରେ ହୋ'
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=LOx1sTTl0dE
ଫଟୋ କ୍ରେଡ଼ିଟ - www.mrinalsen.org
ଚଳଚିତ୍ର - ମାଟିର ମଣିଷ (୧୯୬୭)
ସଙ୍ଗୀତ - ଶ୍ରୀକୁମାର
ଗୀତ - କାଳୀଚରଣ ପଟ୍ଟନାୟକ
କଣ୍ଠ - ଅକ୍ଷୟ ମହାନ୍ତି
ରାମ ବିଭା କାରେ ହୋ
ଲଖଣ ବରଜାତି
ବୋଇଲା
ସୁବର୍ଣ୍ଣବେଦୀ ପରେ ହୋ
ହୋ ଧଇଲେ ପାଟଛତି
ରାମର ଭାରିଜାକୁ ହୋ
ହୋ କେ ନେଲା ଚୋରାଇ
ଆହା ବନସ୍ତେ ବୁଲିବୁଲି ହୋ
ଲଖଣ ହେଲେ ବାଇ
ବିଧାତା ବିଧାନକୁ ହୋ
ହୋ କରିବ କିଏ ଆନ
ଆହା ମାୟାମିରିଗ ପଛେ ହୋ
ଧାଇଁଲେ ଭଗବାନ
ଚଅଁରା ଭଅଁରା ଚାଲ ହୋ
ହୋ ଗାଁକୁ ବେଗେ ବଢ଼ି
ଆଲୋ
ପୁଷମାସିଆ ଜାଡ଼ଲୋ
ବେଳ ତ ଯାଉଛି ବୁଡ଼ି
No comments:
Post a Comment
‹
›
Home
View web version
No comments:
Post a Comment