Living in Bhubaneswar
Wednesday, February 08, 2017
ଓଡ଼ିଆ ସିନେମା ଗୀତ - 'ହେମହରିଣୀ ମଥାର ମଣି'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=Rr5cEMVxdek
ସୁନା ମିରିଗ ସହ ସୀତା
ରାଜା ରବି ବର୍ମା ଲିଥୋଗ୍ରାଫ
ଚଳଚିତ୍ର - କିଏ କାହାର (୧୯୬୮)
ସଙ୍ଗୀତ - ଅକ୍ଷୟ ମହାନ୍ତି
ଗୀତ - କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
କଣ୍ଠ - ନିର୍ମଳା ମିଶ୍ର ଓ ସିପ୍ରା ବୋଷ
ହେମ ହରିଣୀ ମଥାର ମଣି
କରନା ରାଣୀ
ନାହିଁ ନାହିଁ ନାହିଁ ନାହିଁରେ
ଉପରେ ହସ ଭିତରେ ବିଷ
ତତେ କେ ଜାଣି
ନାହିଁ ନାହିଁ ନାହିଁ ନାହିଁରେ
ଆଖିର ଛୁରି ମାରି ନାଗରୀ
ମରମ ଘାରି ଦେଇଛୁ ସାରି
ଆଖିର ଛୁରି ମାରି ନାଗରୀ
ମରମ ଘାରି ଦେଇଛୁ ସାରି
ତୋରେ ସୁମରି ଆରେ ଚାତୁରି
ତୋରେ ସୁମରି ଆରେ ଚାତୁରି
ବସିଛି ବାଟ ଚାହିଁ ଚାହିଁ ଚାହିଁ ଚାହିଁରେ
ଉପରେ ହସ ଭିତରେ ବିଷ
ତତେ କେ ଜାଣି
ନାହିଁ ନାହିଁ ନାହିଁ ନାହିଁରେ
ଆଖିରୁ ଦୂର ହେଲେ ନାଗର
ଦେଉ ପାସୋରି ମନରୁ ତୋର
ଆଖିରୁ ଦୂର ହେଲେ ନାଗର
ଦେଉ ପାସୋରି ମନରୁ ତୋର
ତତେ ଅନାଇ ଚିହ୍ନିବା ପାଇଁ
ହୋ ତତେ ଅନାଇ ଚିହ୍ନିବା ପାଇଁ
ଆଉ ତ ବାକି
ନାହିଁ ନାହିଁ ନାହିଁ ନାହିଁରେ
ହେମ ହରିଣୀ ମଥାର ମଣି
କରନା ରାଣୀ
ନାହିଁ ନାହିଁ ନାହିଁ ନାହିଁରେ
ଉପରେ ହସ ଭିତରେ ବିଷ
ତତେ କେ ଜାଣି
ନାହିଁ ନାହିଁ ନାହିଁ ନାହିଁରେ
No comments:
Post a Comment
‹
›
Home
View web version
No comments:
Post a Comment