Living in Bhubaneswar
Thursday, February 16, 2017
ଓଡ଼ିଆ ସିନେମା ଗୀତ - 'ଉଦାସୀ ଆଖି ଚାହିଁ ରହେ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=AsVclyWThxs
ଚଳଚିତ୍ର - କିଏ କାହାର (୧୯୬୮)
ସଙ୍ଗୀତ - ଅକ୍ଷୟ ମହାନ୍ତି
ଗୀତ - ନାରାୟଣ ପ୍ରସାଦ ସିଂହ
କଣ୍ଠ - ଆରତି ମୁଖର୍ଜୀ
ଉଦାସୀ ଆଖି ଚାହିଁ ରହେ
ପିଆସୀ ମନ ଝରିଯାଏ
ଯାଏରେ
ଉଦାସୀ ଆଖି ଚାହିଁ ରହେ
ପିଆସୀ ମନ ଝରିଯାଏ
ଯାଏରେ
ଝୁରିଝୁରି ଝରିଯ।ଏ
ଉଦାସୀ ଆଖି
ଜୀବନ ସ୍ୱପ୍ନ ଧାରେ ଧାରେ
ଆଶାର ଦୀପ ଲିଭେ ଜଳେ
ଜୀବନ ସ୍ୱପ୍ନ ଧାରେ ଧାରେ
ଆଶାର ଦୀପ ଲିଭେ ଜଳେ
ପୀରତି ନିରିମମ
ଜଳାଏ ତନୁମନ
ମାଧବୀ ରାତି ବିତିଯାଏ
ଉଦାସୀ ଆଖି ଚାହିଁରହେ
ଫଗୁଣ ହଜେ ବେଦନାରେ
ଶ୍ରାବଣ ଘନ ବରଷାରେ
ଫଗୁଣ ହଜେ ବେଦନାରେ
ଶ୍ରାବଣ ଘନ ବରଷାରେ
ଅବୁଝା ମନ ମୋର
ଅଭୁଲା ଅତୀତର
ସେନେହ ଭୁଲେ ନାହିଁ ହାଏ
ଉଦାସୀ ଆଖି ଚାହିଁରହେ
ପିଆସୀ ମନ ଝରିଯାଏ
ଯାଏରେ
ଝୁରିଝୁରି ଝରିଯ।ଏ
ଉଦାସୀ ଆଖି
No comments:
Post a Comment
‹
›
Home
View web version
No comments:
Post a Comment