Living in Bhubaneswar

Wednesday, January 04, 2017

ଓଡ଼ିଆ ସିନେମା ଗୀତ - 'ମା' ତୁମେ ମମତାର' 


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=6tPkY6MqQ5Q


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଚଳଚିତ୍ର - ଉଲକା
ସଙ୍ଗୀତ - ରାଜୁ ମିଶ୍ର ଓ ବିଭୂ ମହାନ୍ତି 
କଣ୍ଠ - ସୁରେଶ ୱାଡ଼େକର 
ଗୀତିକାର - ସଚ୍ଚି ମହାନ୍ତି 

ମା' ତୁମେ ମମତାର ସୀମାହୀନ ସାଗର,
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ।  

ତୁମେ ସେ ମମତାମତି ଆମ ପାଇଁ ଆଲୋକ,
ଲିଭାଇଛି ଅମାରାତି ମନେ ଭରି ପୁଲକ,
ତୁମେ ଯେ ସେନେହମୟୀ ସେନେହର ଝର । 

ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା,
ଆମ ଦୁଃଖେ ଦୁଃଖି ହୋଇ କର ସୁଖ ସଉଦା,
ଆମ ମୁଖେ ହସ ତୁମ ମନେ ଖୁସି ଆସର,
ତୁମରି ଆଶୀଷେ ମା'ଗୋ ହସୁ ଆମ ସଂସାର ।
livinginbhubaneswar at 11:40
Share

No comments:

Post a Comment

‹
›
Home
View web version

About Me

My photo
livinginbhubaneswar
"Living in Bhubaneswar' (LIB) is a blog run by 'Centre for Human Sciences Bhubaneswar' (CHSB), a Trust. The Centre's aims include archiving the socio-cultural heritage of Odisha. "Living in Bhubaneswar" is a part of CHSB's work on contributing towards developing digital interfaces for Odia language. LIB covers topics related to the human sciences, the spiritual heritage of Odisha and India, Odia books, Odia food cultures, quotidian life in Odisha's cities, Odia popular culture, contemporary history of Odisha, and everything in between. Stay tuned.
View my complete profile
Powered by Blogger.