Living in Bhubaneswar
Monday, October 24, 2016
ଯାଜପୁର ଅଞ୍ଚଳର ପିଲାଙ୍କୁ ଶୁଆଇବା ଗୀତ
କେନ୍ଦୁ ଗଛର ଛାଲି
ଆଇଲୋ କୋଇଲି ବଣକୁ ଯିବା
ପାକାଲା ପାକଲା କେନ୍ଦୁ ଖାଇବା
କଞ୍ଚା କଞ୍ଚା କେନ୍ଦୁ ଫୋପାଡ଼ି ଦେବା
ପଣସ ପତର ଘର ଛାଇବା
ଆମ୍ବ ପତର ପାରି ଶୋଇବା ।
No comments:
Post a Comment
‹
›
Home
View web version
No comments:
Post a Comment