Living in Bhubaneswar
Thursday, October 13, 2016
ସମ୍ବଲପୁରର ଲୋକଗୀତ - ହାମାର ସୁରେନ୍ଦ୍ର ସାଏ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଆଏଲାରେ ଆଏଲାରେ
ହାମାର ସୁରେନ୍ଦ୍ର ସାଏ
କୁଦୋ ପାଲିର ମଝା ଝୁଲି
ଡ଼ୁଙ୍ଗରି ଉପରେ ଘୋଡ଼ା ନରଦଉ ଥାଏ ।
ଇଟା ସେ ସୁନ୍ଦରସାଏର ମାଟି
ତଲୁ ଡ଼େଗାଇ ଛବିଲ ସାଏ ଚଢୁଥିଲା ହାତୀ
କୁଦେପାଲି ଗୁଲି ବାଜିଯାଇ ଫାଟିଗଲା ଛାତି ।
No comments:
Post a Comment
‹
›
Home
View web version
No comments:
Post a Comment