Living in Bhubaneswar
Wednesday, August 10, 2016
ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ତୃତୀୟ ବଲ୍ଲୀ :
ଶ୍ଲୋକ ୮
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଜ୍ଞାନବନ୍ତ ଶୁଚିମନ୍ତ ସଞ୍ଜତ ମାନସ
ଅନ୍ତରୁ ତୁଟିଛି ଯାର ଅଜ୍ଞାନ-କଳ୍ମଷ ।
ଯେ ପରମପଦ ଏକା ପାଏ ସେହି ରଥୀ
ନାହିଁ ଯହୁଁ ଜନ୍ମାନ୍ତର ଅବା ପ୍ରତ୍ୟାଗତି । (ନ.ଉ. ୧।୩।୧୯)
No comments:
Post a Comment
‹
›
Home
View web version
No comments:
Post a Comment