Living in Bhubaneswar
Tuesday, May 17, 2016
ଓଡ଼ିଆ ସିନେମା ଗୀତ - 'ତୁ କି ପରଦେଶୀ' (୧୯୬୦)
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=qtxZyC5rSBY
ଏହି ଗୀତର ସଙ୍ଗୀତକାର ଶ୍ରୀ ବାଳକୃଷ୍ଣ ଦାଶ
ଫଟୋ କ୍ରେଡ଼ିଟ୍ - www.odiamusic.com
ଫିଲ୍ମ୍ - ଶ୍ରୀଲୋକନାଥ
ଗୀତ - ନରସିଂହ ମହାପାତ୍ର
ଗାୟନ - ପ୍ରଣବକିଶୋର ପଟ୍ଟନାୟକ
ସଙ୍ଗୀତ - ବାଳକୃଷ୍ଣ ଦାଶ
ପ୍ରଯୋଜନା - ରୂପରାଗ ପ୍ରାଇଭେଟ୍ ଲିମିଟେଡ଼୍
ତୁ କି ପରଦେଶୀ ନିଜ ଦେଶେ
ତୁ କି ପରଦେଶୀ ନିଜ ଦେଶେ
ଅଭିମାନେ କିରେ ଭୂଲି ନିଜ ବାସ
ଯାଉ କେଉଁ ପର ଦୂରବାସେ
ତୁ କି ପରଦେଶୀ ନିଜ ଦେଶେ
ଯେ ଥିଲା ତୋର ସେ ହେଲା କି ପର
ଯେ ଥିଲା ତୋର ସେ ହେଲା କି ପର
ଘର ତେଜି କାହାକୁ ତୁ କରିବୁ ନିଜର
ଘର ତେଜି କାହାକୁ ତୁ କରିବୁ ନିଜର
କାହା ରାହା ପାଇଁ ଯାଉରେ ପଥିକ
ଆଉ ପଥ କାହିଁ ନାହିଁ ଦିଶେ
ତୁ କି ପରଦେଶୀ ନିଜ ଦେଶେ
କପାଳେ ତୋ ଥିଲା ଲେଖା ଅଜଣା ବାଟେ
ବାଟୋଇ ତୁ ହେବୁ କିରେ ଚାଲି ଅବାଟେ
ହଜିଲା ସେ ଦିନ କଥା ହଜି କି ଗଲାରେ ଶେଷେ
ତୁ କି ପରଦେଶୀ ନିଜ ଦେଶେ
ତୁ କି ପରଦେଶୀ ନିଜ ଦେଶେ
No comments:
Post a Comment
‹
›
Home
View web version
No comments:
Post a Comment