Living in Bhubaneswar
Tuesday, May 10, 2016
ଓଡ଼ିଆ ସିନେମା ଗୀତ - 'ଫୁଲ ରସିଆରେ' (୧୯୬୦)
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=RMLmUhFVVKo
ଫିଲ୍ମ୍ - ଶ୍ରୀଲୋକନାଥ
ଗୀତ - ନରସିଂହ ମହାପାତ୍ର
ଗାୟନ - ସନ୍ଧ୍ୟା ମୁଖାର୍ଜୀ
ସଙ୍ଗୀତ - ବାଳକୃଷ୍ଣ ଦାଶ
ପ୍ରଯୋଜନା - ରୂପରାଗ ପ୍ରାଇଭେଟ୍ ଲିମିଟେଡ଼୍
ଗୀତ
ଫୁଲରସିଆରେ
ମନ ମୋର ଛୁଇଁ ଛୁଇଁ ଯା ଯା
ତୋ ଲାଗି ବିକଶି ଚାହିଁଛି ଏ କୁଞ୍ଜେ
ତୋ ଲାଗି ବିକଶି ଚାହିଁଛି ଏ କୁଞ୍ଜେ
ଗୁଞ୍ଜନ ଦେଇ ଯା ଯା
ଫୁଲରସିଆରେ
ମନ ମୋର ଛୁଇଁ ଛୁଇଁ ଯା ଯା
ଯା' ନାରେ ଫେରି ଆସି ପାଶେ ଯା'ନା
ଗା' ମନ ଭରି କରନା ତୁ' ମନା
ଗା' ମନ ଭରି କରନା ତୁ' ମନା
ଝୁରିଲେ କି ଆଉ ଆସିବ ଏ ଦିନ
ଝୁରିଲେ କି ଆଉ ଆସିବ ଏ ଦିନ
ହସିଲୋଟି ଗାଇ ଯା ଯା
ଫୁଲରସିଆରେ
ମନ ମୋର ଛୁଇଁ ଛୁଇଁ ଯା ଯା
ସାଜି କେତେ କୁଞ୍ଜେ
କେତେ ଫୁଲ ଶେଯେ
ମହକ ଛୁଟାଇ ମରେ ନିତି ଲାଜେ
ସାଜି କେତେ କୁଞ୍ଜେ
କେତେ ଫୁଲ ଶେଯେ
ମହକ ଛୁଟାଇ ମରେ ନିତି ଲାଜେ
ଲାଜ ତେଜି ଆଜି କରୁଛି ଅରଜି
ଲାଜ ତେଜି ଆଜି କରୁଛି ଅରଜି
ଥରେ ଧୀରେ ଚାହିଁ ଯ। ଯା
ଫୁଲରସିଆରେ
ମନ ମୋର ଛୁଇଁ ଛୁଇଁ ଯା ଯା
No comments:
Post a Comment
‹
›
Home
View web version
No comments:
Post a Comment