Living in Bhubaneswar

Thursday, October 15, 2015

ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା 


ଗାୟକ - ଅକ୍ଷୟ ମହାନ୍ତି 


ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Mtn5ohjTlZU



ଗାୟକ ଅକ୍ଷୟ ମହାନ୍ତି : ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍

ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା 
ଅଠା କାଠି ପଞ୍ଜୁରୀରେ ନ ପଡେ ଧରା ।

ସେ ପାରାର ଡେଣା ନାହିଁ 
ଲକ୍ଷେ ଯୋଜନ ଉଡଇ
ଜଳ ଫଳ ନ ଭୁଞ୍ଜଇ ଅଟେ ଅମରା ।

ପାରା ଅଛି ଯେଉଁ ଠାରେ 
କେହି ତା ଦେଖି ନ ପାରେ 
ଶୀତଳ କ୍ରୋଟ୍ର  ଛାୟାରେ ନ ପଡେ ଖରା ।

ପାରା ଯେବେ ଯିବ ଉଡି
ବୃକ୍ଷ ପଡିବ ଉପୁଡି 
ଦାସ ରାଧୁ ବୋଲେ ଭଜ ଦୁଃଖ ପାସୋରା ।
livinginbhubaneswar at 22:50
Share

No comments:

Post a Comment

‹
›
Home
View web version

About Me

My photo
livinginbhubaneswar
"Living in Bhubaneswar' (LIB) is a blog run by 'Centre for Human Sciences Bhubaneswar' (CHSB), a Trust. The Centre's aims include archiving the socio-cultural heritage of Odisha. "Living in Bhubaneswar" is a part of CHSB's work on contributing towards developing digital interfaces for Odia language. LIB covers topics related to the human sciences, the spiritual heritage of Odisha and India, Odia books, Odia food cultures, quotidian life in Odisha's cities, Odia popular culture, contemporary history of Odisha, and everything in between. Stay tuned.
View my complete profile
Powered by Blogger.